STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ସ୍ବପ୍ନ

ସ୍ବପ୍ନ

1 min
547

ସ୍ବପ୍ନ ଯେବେ ଭାସିଆସେ

ଅଜଣା ଇଲାକାରୁ

ନିବୁଜ କୋଠରୀକୁ

ସ୍ବପ୍ନ କଣ ସୀମିତ

ନିବୁଜ କୋଠରୀରେ

ସ୍ବପ୍ନତ ଅନ୍ତହୀନ, ଶେଷହୀନ

ମୁଁ ନିଜକୁ ନିଜେ

ପ୍ରଶ୍ନ କରେ

ପ୍ରଶ୍ନ ମୋର

କାଲି ଯାହା ଆଜି ତାହା

ମୁଁ କାଲି ଯାହା

ଆଜି ବି ତାହା

ମୁଁ ଯେଉଁଠି ସେଇଠି

ଯେମିତି ସେମିତି

ଅପରିବର୍ତ୍ତିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract