STORYMIRROR

ସନାତନ ଦାସ

Classics

3  

ସନାତନ ଦାସ

Classics

ସ୍ବପ୍ନ.....

ସ୍ବପ୍ନ.....

1 min
259

ଏଇ ଯେ କାଲି ରାତି ରେ

ତୁମେ ଆସିଥିଲ,

କେଉଁ ଏକ ନିର୍ଜନ ରାତିର ପ୍ରହରେ


ଭାଙ୍ଗି ଦେଇ ନିଦ ମୋର ଚାଲିଗଲ

ନିଦ ସବୁ ନେଇ,

ତୁମ ପଣତ କାନି ରେ

ସରାଗେ ସାଇତି କରି


ସେଇଦିନ ଠାରୁ

ସ୍ବପ୍ନ ବି ଆସୁନି

ସାଥୀ ହୋଇ ମୋତେ

ବିନିଦ୍ର ରଜନୀରେ ଛଟପଟ ହେଉଛି,

ତୁମର ଟିକେ ଝଲକ ଦେଖିବାକୁ


ଫେରିଆସନା!! ମୋ ନିଦ କୁ ଦିଅ ଫେରାଇ,

ପୁଣି ଥରେ ମୁଁ ଦେଖିବି ସ୍ଵପ୍ନ

ଆଉ ଅପେକ୍ଷା କରିବି ତୁମ ଆଗମନକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics