STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସ୍ବପ୍ନ

ସ୍ବପ୍ନ

1 min
344

ସ୍ବପ୍ନ ଭଳି ସବୁ କିଛି

ମିଥ୍ୟା ଲାଗେ ବେଳେ ବେଳେ

ସ୍ବପ୍ନ ଦେଖିବା ପାପ ନୁହେଁ

ଯାଯାବର ବି ସ୍ବପ୍ନ ଦେଖେ

ଜହ୍ନ ହସିବ ତା କୁଡ଼ିଆ ଫାଙ୍କରେ

ସ୍ବପ୍ନ କିଏ ନ ଦେଖେ

ସ୍ବପ୍ନ ଦେଖିବା ପାପ ନୁହେଁ

କିନ୍ତୁ ସ୍ୱର୍ଗ ଗଢ଼ିବାର ସ୍ବପ୍ନ ଯଦି

ଅଧା ରହିଯାଏ

ସେତିକିବେଳେ ହିଁ

ସବୁ କିଛି ଅଧୁରା ଲାଗେ

ଝଡ ଆସେ ଜୀବନରେ

ତୋଫାନ ବି ଆସେ

କିନ୍ତୁ ସ୍ବପ୍ନ ସରେନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract