STORYMIRROR

Sunanda Mohanty

Abstract Fantasy Thriller

2  

Sunanda Mohanty

Abstract Fantasy Thriller

ସ୍ବପ୍ନ ରଙ୍ଗ

ସ୍ବପ୍ନ ରଙ୍ଗ

1 min
72


କେତେ ମୂଳଧନକେତେ ସୁଧକଳ୍ପନା କେତେ ବିବିଧକରିବାକୁ ସାଧନ ଅସାଧ୍ୟଶ୍ରଦ୍ଧା ରେ ଶ୍ରାଦ୍ଧଶ୍ରାଦ୍ଧରୁ ଭକ୍ତି ଅଗାଧଆଶା ସବୁ ଧୂଳିସାତଇଛାପତ୍ର ସବୁ ରଦ୍ଦଦୂରେ ହସେ ଅଧା ଚାନ୍ଦଆକାଶ ସାରା ବଉଦବାଧା ବାଧକରେ ଗୋବିନ୍ଦପ୍ରଗାଢ଼ ଭକ୍ତି ଆରାଧ୍ୟଯୋଡ଼ି ସୁଧା ମକରନ୍ଦ ଅମୃତ ଅବଢ଼ା ବରାଦଶୁଭ ଶଙ୍ଖର ନିନାଦଉତ୍କଳ ଦିବସ ପାଳନ ହର୍ଷଦମଧୁରେ ମଧୁନି ସମ୍ବାଦଶବ୍ଦ ରେ ଶବ୍ଦର ଛନ୍ଦସର୍ବେ ଭଜନ୍ତୁ ରାଧା ଗୋବିନ୍ଦସ୍ବପ୍ନ ହେଲା ନିର୍ବିବେଦଆଜିକାଲି ସବୁ ଦୁର୍ଭେଦ୍ୟକଡଳେଉଟାଇ ସ୍ବପ୍ନ ମାଗେରୁକ ସାମ ଚତୁର୍ବେଦ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract