STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ସ୍ବନକ୍ଷତ୍ର ଦିବସ

ସ୍ବନକ୍ଷତ୍ର ଦିବସ

1 min
219



ଆଜି ସେହି ପବିତ୍ର ଦିବସ

ଯେଉଁ ଦିନର ପୂର୍ଣ୍ଣମାର

ରୂପା ଜହ୍ନରୁ ଛଡାଇ ଆଣିଥିଲା

ଆଣି ଥିଲାଆଲୋକର ଝଲକ

ବୁଣି ଦେଇ ଯାଇଥିଲା ସମୀର

ତରଙ୍ଗେ ଛାଟି ଦେଇ ଯାଇଥିଲା

ମନ ମସକିତ ଆକର୍ଷଣ

ଆଜି ସେହି ସ୍ବନକ୍ଷତ୍ର ଦିବସ

ସଭିଙ୍କ ତନୁମନେ ଭରିଦେଇଚି

ଉନ୍ମାଦ ସୁନା ହରିଣୀ ପରି

ସଭିଏଁ ମନେ ଭରି ଦେଇଚ ଆଲ୍ଲାଦ

ସଭିଏଁ ଚାହିଁ ବସିଥିଲେ

ମଞ୍ଚକୁ କରି ଦୃଷ୍ଟି ନିକ୍ଷେପ

ସୁ ସଜ୍ଜିତ ମଞ୍ଚରେ ହୋଇବ

ପୂଜ୍ୟ ମୁଖ୍ୟ ଅତିଥି ଙ୍କ ଆଗମନ

ହୋଇବ ପୁରସ୍କାର ବିତରଣ

ସଭିଙ୍କ ମନେ ଭରି ରହିଛି

ବହୁ ସରସିତ ଆକ୍ଷେଙ୍କିତ

ଉନ୍ମାଦର ପଲକ ।।



Rate this content
Log in

Similar oriya poem from Inspirational