Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswinee Dash

Inspirational

3  

Manaswinee Dash

Inspirational

ସ୍ବାସ୍ଥ୍ଯବାନ୍

ସ୍ବାସ୍ଥ୍ଯବାନ୍

1 min
113



ଥିଲା ଘରର ପିଲା ମୁହିଁ, 

ଖାଇବାରେ କମ୍ କରିବି ନାହିଁ ।


ମେଦ ବହୁଳତାର ଶିକାର ହୋଇ, 

ଅସ୍ବାସ୍ଥ୍ୟ କର ଜୀବନ ବିତାଇ। 


ଦିନେ ମିଳିଲେ ଜଣେ ଯୋଗୀ, 

କହିଲେ ସ୍ବାସ୍ଥ୍ଯ ଚାହିଁ ଲେ ହୁଅନୀ ଭୋଗି ।


ଦରକାରଠୁ ବେଶି ଖାଇଲେ ହବ ରୋଗୀ, 

ଆୟୁଷ କମିବା ଅବଶ୍ଯମ୍ଭାବି। 


ମୁନ୍ଡ ରେ ପଶିଲା ସେହି ବାକ୍ଯ ଯେତେ, 

ଖାଇବାରେ ଧ୍ଯାନ ଦେଲି ମୁଁ ସେତେ ।


କରି ଚାଲିଲି ଯୋଗ, ବ୍ୟାୟାମ ଗୁରୁ ଶିଖାଇଲେ ମୋତେ, 

ଆଜି ହେଲି ମୁଁ ସ୍ବାସ୍ଥ୍ଯବାନ ସେତେ। 


Rate this content
Log in

Similar oriya poem from Inspirational