ସ୍ବାବଲମ୍ବୀ
ସ୍ବାବଲମ୍ବୀ
ସଭିଏଁ ଚାହାନ୍ତି ସ୍ବାବଲମ୍ବୀ ହେବା
ସଭିଙ୍କ ଇଛା ଚାକିରି କରିବା
ଚାକିରି କରିବି ବାଧ୍ୟ ହେଲି ଛାଡିବାକୁ
କେହି ତ କରିନଥିଲେ ସହଯୋଗ
ଓଲଟା ବହୁ ଦୋଷାରୋପ ଓ ଅଭିଯୋଗ
ମୁଁ ଥିଲି ବୋକି ଆଉ ସରଳ ବିଶ୍ବାସୀ
ବୁଝି ମୁଁ ନଥିଲି ଆପଣା ଲୋକଙ୍କ ହିସାଂ ଓ ଦ୍ବେଷ
ମୋତେ ତିଳ ତିଳ କରି ଜାଳିବାରେ ପାଉଥିଲେ ସୁଖ
ବହୁତ ବର୍ଷପରେ ଜାଣିଲି ଏ ସତ୍ୟକୁ
ନିଷ୍ଠୁର ହେଲେ ବି ନିରାଟ ସତ୍ୟକୁ
