Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak 😊Beby😊

Tragedy Inspirational

4  

Sumitra Nayak 😊Beby😊

Tragedy Inspirational

ସୈନିକ

ସୈନିକ

1 min
432


ମାଟି ମାଆ ର ସେ ବୀର ସନ୍ତାନ, 

ପାଇଥାଏ ସେହି ସୈନିକ ମାନ।


ଡର ନାହିଁ ମନେ ଭୟ ତା ନାହିଁ, 

ବୀରତ୍ୱ ରେ ଶତ୍ରୁ କୁ ଦିଏ ଥରାଇ।


ସଦା ଜାଗି ରହେ ସୀମା ର ତଳେ, 

ଶତ୍ରୁ ପାଇଁ ସେ ଦୁର୍ଗ ସାଜେ ସବଳେ ।


ଖରା ବର୍ଷା ଶୀତ ସମାନ୍ ତା ପାଇଁ, 

ବୀର ପୁରୁଷ ସେ ଭାରତ ପାଇଁ। 


ସଦା ଥାଏ ସଜାଗ ଲଢିବା ପାଇଁ, 

ଜାତି ର ମାନ ସୁଦୃଢ଼ ରଖିବା ପାଇଁ। 


ତୋପ ପରମାଣୁ କୁ ନାହିଁ ତା ଡର, 

ଶପଥେ ବନ୍ଧା ସେ ପୁତ୍ର ଭାରତର। 


ଜାତୀୟ ଧ୍ଵଜ ର ସମ୍ମାନ ପାଇଁ, 

ଯେତେ ପ୍ରାଣ ଉତ୍ସର୍ଗ ହେଉ ନା କାହିଁ..?? 


ଦେବେ ଶହ ଶହ ଜୀବନ ତ୍ୟାଗୀ, 

ଭାରତ ଭୂମି ର ସ୍ଵାଧୀନ ଲାଗି। 


ଯୁଗେ ଅମର ସେ ବୀର ସନ୍ତାନ, 

ମାଟି ମା ର ଅଟେ ସେ ସ୍ୱାଭିମାନ। 


ତାଙ୍କ ପାଇଁ ଆମେ ସୁରକ୍ଷିତ ଅଛେ, 

ଯୁଗେ ଭାରତ ର ଅଙ୍ଗ ରକ୍ଷକ ସାଜେ। 


ଲୋଭ ନାହିଁ ନିଜ ଜୀବନ କୁ ତାଙ୍କ, 

ଡର ନାହିଁ ମୃତ୍ଯୁ ଆଲିଙ୍ଗନ କୁ। 


ଡରେ ତାଙ୍କୁ ଶତ୍ରୁ ର ଶତକ ତୋପ, 

ନିତ୍ୟ ମରଣ ମୁହେଁ ଯେ କରେ ତାଣ୍ଡବ। 


ତାଙ୍କ ପାଇଁ ଆମ୍ଭେ ପ୍ରାର୍ଥନା କରିବା, 

ସୁରକ୍ଷିତ ତାଙ୍କ ଜୀବନ ରହୁ ନିତ୍ୟ ସ୍ମରିବା। 


ଜୟ ଜଗନ୍ନାଥ ।


Rate this content
Log in

Similar oriya poem from Tragedy