STORYMIRROR

ଦୀପଙ୍କର ଦାସ

Abstract Romance Classics

2  

ଦୀପଙ୍କର ଦାସ

Abstract Romance Classics

ସାୟେରୀ

ସାୟେରୀ

1 min
143

ମୁଁ ଚାଲୁଛି, ଉଠୁଛି,ବସୁଛି

ତାର ଅର୍ଥ ନୁହେଁ ମୁଁ ବଞ୍ଚିଛି

କେବେ କଲ୍ କରିବ ଛାତିରେ ଲଗେଇଦେବି

ଦେଖିବ ସ୍ପନ୍ଦନ ନ ଥିବ

ତୁମର ଧୋକା ଖାଇ ମୁଁ ମରି ସାରିଛି।



Rate this content
Log in

Similar oriya poem from Abstract