ସାକ୍ଷର ଅଭିଯାନ
ସାକ୍ଷର ଅଭିଯାନ
ଜାଗି ଉଠେ ରେ ଭାରତ ବାସୀ
ସିଲଟ ଖଡ଼ି କୁ ନଡରି ହସି
ପାଠ ପଢିଲେ ମଣିଷ ହେବ
ଜୀବନ ଯାତ୍ରା ରେ ହାରି ନ ଯିବ
ଦେଖ ବିଶୁଆ ନନା ର ବଡ଼ ବହପ
ପାଠ ପଢି ଆଜି ବଡ଼ ହାକିମ
ନିରକ୍ଷର ବୋଲି କହେନି କଥା
ତୁମ ଅନ୍ତରେ ଦିିିଅଇ ବ୍ୟଥା
ତୁମେ ଜାଗ୍ରତ ହୁଅ ସଂଯତ ହୁଅ
ସମୟ ଜାଇନି ଅଣ୍ଟା ସଳଖାଅ
ପାଠ ପଢିିିିକରିି ହେବ ସାକ୍ଷର
ଦେଶ ବିଦେଶ ର ରଖ ଖବର
ଆସ, ସାକ୍ଷର ଅଭିଯାନ ରେ
ସାମିଲ ହେବା
ସୁନାର ଭାରତ ଗଢି ତୋଳିବା
ନିରକ୍ଷର ବୋଲି କେହି ରହିବେ
ନାହିଁ
ଆମକୁ କେହି ଡରାଇବେ ନାହିଁ
ଜାଗି ଉଠରେ ଭାରତ ବାସୀ
ସିଲଟ ଖଡ଼ି କୁ ନ ଡରି ହସି ।