STORYMIRROR

Hrushikesh Satpathy

Fantasy

3  

Hrushikesh Satpathy

Fantasy

ସାଗର କନ୍ୟା

ସାଗର କନ୍ୟା

1 min
12.8K


ସାଗର କନ୍ୟା ତୁମେ,
ସାଗର ଗରଭୁ ଜାତ।
ନୁହଁ ତୁୁମେ ଅହେତୂକ,
ଏ ମାଟିର ପାରିଜାତ।
ଏକ ଟୋପା ଲୁହ ତୁୁମ,
ଭସେଇ ଦେବ ଜଗତ।
ତୁମ ଓଠ ଧାରେ ହସ,
ରଚିବ ରାଜ ମହତ।
ଲକ୍ଷ୍ମୀ  ପ୍ରତିିମା ତୁମେ,
ନିରିମାଖୀ ମନଲୋଭା।
ତୁମେ ସମ୍ମାନିତ ହେଲେ,
ବଢ଼ିବ ଆମରି ଶୋଭା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy