STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ସ୍ୱଚ୍ଛ ଭାରତ ସପନ ନୁହେଁ

ସ୍ୱଚ୍ଛ ଭାରତ ସପନ ନୁହେଁ

1 min
191

"ସ୍ୱଚ୍ଛତା ହିଁ ସେବା" ମନେ ରଖିଥା 

ସ୍ୱଚ୍ଛତା ବିନା ରୋଗ ଜାଣିଥା।୧॥


ସ୍ୱଚ୍ଛ,ସୁସ୍ଥ ହେଲେ ସାଇ ପଡିଶା

ସ୍ୱଚ୍ଛ ହୋଇବ ଭାରତ ମାତା ।୨॥


ମିଶାଇବା ହାତ ସମସ୍ତେ ମିଶି

"ସ୍ୱଚ୍ଛ ଭାରତ "ଗଢିବା ହସି ।୩॥


"ସୁସ୍ଥ ପରିବେଶ ସୁସ୍ଥ ଜୀବନ"

ଏଇ କଥାଟି ଆଜିର ଆହ୍ୱାନ। ୪॥


ସୁସ୍ଥ ପରିବେଶ ଗଢିବା ପାଇଁ

ଗଛ ଲଗାଇବା ସଭିଏଁ ମିଶି୲୫୲


ପବିତ୍ର ଭାରତ ଗର୍ବ ଆମରି

ସ୍ୱଚ୍ଛତା ବାରତା ଯିବା ପ୍ରଚାରି।୬


ସଚେତନ ହେବା ଆମେ ସଭିଏଁ

"ସ୍ୱଚ୍ଛ ଭାରତ" ସପନ ନୁହେଁ ।୫॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational