STORYMIRROR

Ghanashyam Biswal

Romance Tragedy

2  

Ghanashyam Biswal

Romance Tragedy

ସ୍ୱାର୍ଥପାଇଁ

ସ୍ୱାର୍ଥପାଇଁ

1 min
73

ସ୍ୱାର୍ଥପାଇଁ

ଆଜି ଜଳୁଛି ମଣିଷ

ଚୁନା ହୁଏ ସୁନା ସପନ

ଭାଙ୍ଗିଯାଏ ଦରଦୀ ମନ

ହୁଅନ୍ତି ଲୋକେ ହୃଦୟହୀନ

କରି ଛାତିକୁ ପାଷାଣ

ସାଜନ୍ତି ଅପରାଧୀ ଆଉ ସାରନ୍ତି ମାନ

ଲୋଭୀ ହୋଇ ପୁଣି

ହତ୍ୟା କରନ୍ତି ନିରୀହ ଜନ

ଅକାରଣେ ହୁଏ ବିଚ୍ଛେଦ

ଆଘାତ ହୁଏ ଦେହ ଓ ମନ

ହୁଅନ୍ତି ସ୍ୱାର୍ଥପର

ଖେଳି ପ୍ରତାରଣାର ଖେଳ

ସୁନାକୁ ଚୂନାକରି

ଭାଙ୍ଗିଦେଇ ମନ

ଦେଇ ଅସରନ୍ତି ଆଶା ଓ ପ୍ରତିଶ୍ରୁତି

ସାଜନ୍ତି ବିଶ୍ୱାସଘାତକ

ହୁଅନ୍ତି

ମଣିଷ ହୋଇ ପଶୁ ସମାନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance