STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦ

1 min
386


ତୁମେ ଜଗତରେ ପରିଚିତ ହୋଇଲ,

ଆମ ସନାତନ ଧର୍ମକୁ ଆଗକୁ ନେଲ।

ପିଲାଦିନୁ ଈଶ୍ୱର ପ୍ରେମୀ ତୁମେ ହେଲ,

ନରେଦ୍ର ନାମ ତୁମେ ପିଲାବେଳେ ପାଇଥିଲ।

ତୁମେ ରାମ କୃଷ୍ଣଙ୍କୁ ଗୁରୁ କରିଥିଲ,

ତୁମେ ଗୁରୁ ଭକ୍ତି ବଳେ ବିଶ୍ୱବିଜୟୀ ହୋଇଲ।

ଆମେରିକାକୁ ତୁମେ ହିଁ ଯାଇଥିଲ,

ଚିକଗୋରେ ଆମ ଧର୍ମକୁ ବିଶ୍ୱରେ ପରିଚିତ କଲ।

ତୁମେ ବ୍ରହ୍ମଚର୍ଯ୍ୟର ପାଳନ କରିଥିଲ,

ତ୍ୟାଗ ସଂଯମତା ଯୁବପିଢ଼ିଙ୍କୁ ଶିଖାଇଥିଲ।

ତୁମେ ରାମ କୃଷ୍ଣ ମିଶନ ଗଢିଥିଲ,

ତୁମେ ସର୍ବତ୍ର ତୁମ ଜ୍ଞାନକୁ ପ୍ରଚାର କରିଲ।

ତୁମେ ଅଣଚାଳିଶୀ ବର୍ଷରେ ବ୍ରହ୍ମଲୀନ ହୋଇଲ,

ତୁମେ ଆମ ମାର୍ଗଦର୍ଶକ ହୋଇ ଯୁଗେଯୁଗେ ରହିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational