STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ରୁକ୍ମିଣୀ ବିବାହ

ରୁକ୍ମିଣୀ ବିବାହ

1 min
198

ଦ୍ଵାପର ଯୁଗରେ ରୁକ୍ମିଣୀ ତୁମେ ଜନ୍ମ ନେଇଥିଲ

ମାତା ମହାଲକ୍ଷ୍ମୀଙ୍କର ତୁମେ ଅବତାରଥିଲ

ତୁମେ ଶ୍ରୀ କୃଷ୍ଣଙ୍କୁ ବିବାହ କରିବାକୁ 

ମନ ବଳାଇଲ

ସୁଦାମ ନାମଙ୍କ ବ୍ରାହ୍ମଣ ହାତେ ଚିଠି ପଠାଇଲ

ତୁମରି ଭାଇ ରୁକ୍ମି ଶିଶୁପାଳଙ୍କ ବନ୍ଧୁଥିଲେ

ତୁମରି ବିବାହ ଶିଶୁପାଳ ସାଥେ କରିବାକୁ ଚାହିଲେ

ତୁମରି ମନ କଥାକୁ ଶ୍ରୀ କୃଷ୍ଣ ବୁଝି ପାରିଲେ

ଗୌରୀ ମନ୍ଦିରରୁ ତୁମକୁ ସାଥେ ଆଣିଲେ

ତୁମରି ଭାଇ ରୁକ୍ମିକୁ ପରାସ୍ତ କରିଲେ

ଦ୍ଵାରକା ପୁରକୁ ତୁମକୁ ଆଣିଲେ

ଶ୍ରୀ କୃଷ୍ଣଙ୍କର ତୁମେ ରାଣୀ ହୋଇଥିଲ

ଶ୍ରୀ କୃଷ୍ଣଙ୍କ ପ୍ରିୟତମା ହୋଇ ସଦା ରହିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational