STORYMIRROR

Prabhanjana Tripathy

Abstract Others

3  

Prabhanjana Tripathy

Abstract Others

ରୁହ

ରୁହ

1 min
368


ରୁହ...

ଟିକିଏ ରୁହ...

ରୁହ......ଟିକିଏ......ରୁହ,

ପୋଛି ଦେବି ତୁମ ଆଖିରୁ ଲୁହ

ରୁହ........ରୁହ,

ମୋ ଦୁଃଖ ତୁମଠାରୁ ଅଧିକ ନୁହଁ ll


ସାଗରରେ ନାହିଁ ପାଣି ସେତିକି

ତୁମ ଲୁହ ଝରିଗଲା ଯେତିକି ll


ମୋର ତ ଖାଲି ହୃଦୟ ଫାଟୁଛି

ତୁମ କଲିଯାକୁ କେହି କାଟୁଛି ll


ମୋର ତ ଖାଲି ନିଡ ଭାଙ୍ଗିଲା

ତୁମର ତ ହୃଦେ ନିଆଁ ଲାଗିଲା ll


ମୋର ତ ଜୀବନର ନାହିଁ ନିଶା,,

ତୁମର ତ ନାହିଁ ଆହା ଭରଷା ll


ମୋର ତ ଏକା ଏକା ଜୀବନ...

ତୁମର ତ ବାକି ଅଛି ସ୍ପନ୍ଦନ ll


ମୁଁ ଏକ ନିଡ ହରା ପଥିକ...

ତୁମେତ ଯୌବନର ପ୍ରତୀକ ll


ଆସ ...ରୁହ ,,

ମୁ ବି ପୋଛି ଜାଣେ ଲୁହ

ଲୁଚେଇ ଜାଣେ ...

ଅନ୍ତରରେ କୋହ

ଟିକିଏ ରୁହ.....ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract