STORYMIRROR

Srinibas Mahalik

Inspirational

4  

Srinibas Mahalik

Inspirational

ରୁବିକ୍ କ୍ୟୁବ୍

ରୁବିକ୍ କ୍ୟୁବ୍

1 min
138


ଛାତ୍ରଙ୍କ ଆଗରେ 3D ଜ୍ୟାମିତିକୁ

ବୁଝାଇବା ପାଇଁ ଠିକ୍

Rubik's Cubeର ଉଦ୍ଭାବନ କଲେ

ସାର୍ ଏରନୋ ରୁବିକ୍ ।।


ଏହାର ଇନଭେଣ୍ଟ ମସିହାଟା ଥିଲା

ଉଣିଶହ ଚଉସ୍ତରୀ

ଯାହାକୁ ଆଜିକି ସମ୍ପୂର୍ଣ୍ଣ ଭାବରେ

ଫର୍ଟି ଫାଇବ୍ ଗଲା ପୁରି ।।


ହଙ୍ଗେରୀଠୁ ଧରି ସାରା ବିଶ୍ବକୁ ସେ

କରିଅଛି ବଶୀଭୂତ

ଯାହାକୁ ଟିକିଏ ଖେଳିବା ପାଇଁକି

ପିଲାମାନେ ବ୍ୟାକୁଳିତ ।।


ଦୁଇ ଦୁଇ ଥର ବେଷ୍ଟ ଟଏର ସେ

ଆଓ୍ବାର୍ଡ ସାରିଛି ଜିତି

ସମୟ ପାଇଲେ ସେହି ଟଏକୁ ମୁଁ

ଖେଳେ ଘରେ ବସି ନିତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational