Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Classics

4  

Kalandi pal

Classics

ରଥରେ ଜଗା

ରଥରେ ଜଗା

1 min
208



ମନ୍ଦିରୁ ଆସି ବଡଦାଣ୍ଡରେ

   ଭଉଣୀ ଆଉ ଭାଇ ସାଥିରେ

ବସି ନନ୍ଦିଘୋଷେ ତୋର

   ତୁ ଏକା ଏକା ପଣ୍ଡା ସୁଆର ।


ଭଉଣୀ ତୋର ହଳଦୀ ମୁହିଁ

   ଯାଉଛି ଟିକେ ରହୁଛି ଚାହିଁ

କେମିତି ହବ ସୁନ୍ଦର

   ପାଶେ ଗୋଟେ ନାହିଁ ଭକତ ତୋର ।


ରଥେ ତୋର ରୂପ ଦେଖି

    ସବୁ ମନୁ ଭୁଲିଯାଏ

କଳା ମୁହେଁ ହସ ଟିକେ

    ହୃଦେ ଗାର ଟାଣି ଦିଏ ।


ବାମନ ରୂପେ ରଥରେ

   ସାରା ଜଗତକୁ ମୋହେ

ତୁ କରିବୁ ରଥ ଜାତ

   ମୁଁ ରହିବି ମୋର ଗୃହେ ।


ମନ ମନ୍ଦିରେ ରଥ ଗଢିବି

   ପୁଣ୍ୟ ନେତ୍ରେ ତୋର ରୂପ ଦେଖିବି

ଭାବରେ ମଜିବି ତୋର

   ଲୋଟିଯିବି ପ୍ରଭୁ ମୁଁ ତୋର ପୟର ।

     


Rate this content
Log in

Similar oriya poem from Classics