STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ରଥେ ତୁ ବାମନମ ଦୃଷ୍ଟ୍ବା ଦେଖ

ରଥେ ତୁ ବାମନମ ଦୃଷ୍ଟ୍ବା ଦେଖ

1 min
137

ଦେଖ ଦେଖରେ ସଙ୍ଗାତ

ଦେଖ ଦେଖରେ ସଙ୍ଗାତ

ବଡ଼ ଦାଣ୍ଡେ ବିଜେ ଜଗତ ନାଥ

ଭକତ ପାଇଁ କି ତାହାର ନାଟ ।


ଭାଇ ଭଉଣୀଙ୍କୁ ନେଇ ସଙ୍ଗରେ

ବିଜୟ କରିଛି ବଡ଼ ଦାଣ୍ଡରେ

ଦିଶେ କେଡେ ତୋରା 

ହସି ଉଠେ ଧରା

କାଳିଆ ସୁନା ମୋ ନନ୍ଦର ଚାଟ ।


ରଥରେ ଦେଖିଲେ କଳା ବାମନ

ନ ହୋଇବ ତୋର ପୁନର ଜନ୍ମ

ତୋ ନର ଜନମ

ହୋଇଯିବ ଧନ୍ୟ

ବୈକୁଣ୍ଠକୁ ଫିଟି ଯିବ ତୋ ବାଟ ।


Rate this content
Log in

Similar oriya poem from Inspirational