Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay kumar Panda

Others Inspirational

5.0  

Sanjay kumar Panda

Others Inspirational

ରୋବର୍ଟ

ରୋବର୍ଟ

1 min
147


ଗୋଟେ ଲ୍ୟାବ୍ ରୁମ୍

ପାଷାଣର ଅବୟବମାନ

ଏକାଠି ହୋଇ ସୃଷ୍ଟି କରନ୍ତି

ଏକ ବରାଦ ଦିଆ ମଣିଷ

କେମିକାଲର ବାସ୍ନା ବୋଳିହୋଇଥିବା

ଗୋଟେ ମେସିନ୍ ବନ୍ଧା ହୃଦୟ ।

ଏଇଟିକୁ କୁହନ୍ତି ତ ଯନ୍ତ୍ର ମାନବ !

ମାନେ ରୋବର୍ଟ ।

ତେବେ ମୁଁ କେମିତି ମଣିଷ !

ହଁ ଫରକ ଏତିକି

ସେ ପାଷାଣର ହୃଦୟରେ

ମାନବତାର ପରିଚୟ ସୃଷ୍ଟି କରେ

ସେ ଯନ୍ତ୍ର ମାନବ ।

ଆଉ ମୁଁ ମାନବତାର ହୃଦୟରେ

ଯନ୍ତ୍ରର ପରିଚୟ ଦିଏ

ମୁଁ ମାନବ ଯନ୍ତ୍ର ।


Rate this content
Log in