ରଣ ଭୂଇଁ
ରଣ ଭୂଇଁ
ପୁଣ୍ୟ ରଣଭୂମି ସୃଷ୍ଟି
ବିଲୟର ସ୍ଥାନ
ଜୟ ପରାଜୟ ଆନନ୍ଦ
ବିନୋଦ ପୂର୍ଣ୍ଣ।।
ଉଦାସ ହରଷ କର୍ମ
ସଂଯୋଗ ସଂସ୍ଥାନ,
ଆଶା ନିରାଶାର
ପ୍ରତିବିମ୍ବ ପାଦ ଚିହ୍ନ।।
ଲୁହ
ଲହୁର ମାୟା
ମରୀଚିକା ଜୀବନ,
ବାସ୍ତବ ନିଜସ୍ଵ କୌଣସି
ବିଶେଷ୍ୟ ଆନ।।
ବିଶେଷ ପ୍ରୟାସ ହାନ୍ଦେ
ହୋଇ ତ୍ରାସ ମନ,
ସାହସ ରାହାଶ
ଶାନ୍ତିପ୍ରିତ ପ୍ରତି ତ୍ରାଣ।।