STORYMIRROR

Bipin bihari Barik

Comedy

2  

Bipin bihari Barik

Comedy

ନବ ବର୍ଷ

ନବ ବର୍ଷ

1 min
49

ପଣା ସଂକ୍ରାନ୍ତିର ନଵ ବର୍ଷରେ

ହାର୍ଦ୍ଦିକ ଅଭିନନ୍ଦନ,

ବ୍ୟୋମକେଶଙ୍କର ଅପାର ମହିମା

ଦଣ୍ଡ ଯାତ୍ରା ନାମେ ଦିନ।


ଗିରିବାଳା ଙ୍କର ରାଣ,

ଅକ୍ଷୁର୍ଣ୍ଣ ହେଉ ପୁଣ୍ୟ ଜଗତେ,

ଧର୍ମର ଉଡୁ କେତନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy