STORYMIRROR

Bipin bihari Barik

Comedy

3  

Bipin bihari Barik

Comedy

ଝାଞ୍ଜି

ଝାଞ୍ଜି

1 min
143

ହୂଳୁମ ସାଙ୍ଗକୁ ହେଉଚ୍ଛି ଖରା

ବହୁଅଚ୍ଛି ଝାଞ୍ଜି ତାତି,

କିଏ ଖୋଲୁ ଅଛି ପୀନ୍ଧା ପାଇଜାମା

କିଏ ଖୋଲୁ ଅଛି ଧୋତି।।

ହନୁକୁ କହୁଛି ପାତି,

ଆମ ଭଳି ସବୁ ଖରାରେ ସଢ଼ନ୍ତି

ମଣିଷର ଅଜା ନାତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy