STORYMIRROR

Bipin bihari Barik

Inspirational

3  

Bipin bihari Barik

Inspirational

ବାସ୍ତବ

ବାସ୍ତବ

1 min
199

ମରଣ କୀ ଜାଣେ ଜୀବନ ସୁଖ

ଜୀବନ କୀ ଜଣେ ମରଣ ଦୁଖଃ

ଜୀବନ ମରଣ ଦୁହେଁ ହିଁ କାରଣ

ଭାଗ୍ୟ ମୁଦ୍ରାର ସେ ଦୁଇ ଟି ମୁଖ

ତାରଣ ଶରଣ ବାରଣ ଆଖ

କର୍ମକୁ ଆଦର ନାହିଁ ବିମୁଖ ।

ଭକ୍ତି କୀ ଜଣେ ସାଧନା ଦୁଖଃ

ସାଧନ କୀ ଜଣେ ଭକ୍ତି ର ସୁଖ

ଅର୍ଘ୍ୟ ପୁଷ୍ପାଞ୍ଜଳି ବିଶ୍ୱାସ ପାଖ

ତନୁ କ୍ଷୀଣ ଯାଏ ହର୍ସ ଶ୍ରୀମୁଖ ।

ସ୍ଵସ୍ତୀକ୍ କୀ ଜାଣେ ନସ୍ତିକ୍ ସୁଖ

ନସ୍ତୀକ୍ କୀ ଜାଣେ ସ୍ୱସ୍ତିକ୍ ଦୁଖଃ

ଭଖ୍ୟଣେ ପୋଷଣ ଆହାର ସୁଖ

ଗୂଢ ପାଦ ଭୁଂଯେ କେତେ ଯେ ଭେକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational