STORYMIRROR

Bipin bihari Barik

Classics

3  

Bipin bihari Barik

Classics

କୁଆଁରୀ ଜହ୍ନ

କୁଆଁରୀ ଜହ୍ନ

1 min
210

କୁଆଁରୀ ମାନଙ୍କ ନିଷ୍ଠା ପବିତ୍ରତା

ମନ ମାନସିକ ଖୁସି,

ଅପୂର୍ଣ୍ଣ ମନକୁ ପୂର୍ଣ୍ଣ କରିବାକୁ

ଜହ୍ନ ଆଗେ ପୂର୍ଣ୍ଣବାସୀ,

ପାଇବେ ଜୀବନ ସାଥୀ

ହୋଇବେ ତାଙ୍କର ଦାସୀ,

କୁମାର ପାଇଁକି କୁମାରି ଭାବନା

ଜହ୍ନ ଦିଅଇ ପରଶି।

ସତୀ ବୃନ୍ଦାବତୀ ମା' ତୁଳସୀ

ଜହ୍ନି ଓଷାକୁ ଭରସି,

ପହିଲି ଦିନଠୁ ସରିବା ଦିନକୁ

ପୂର୍ଣ୍ଣମୀ ବ୍ରତ କଳସି,

ମନେ ଭରୀ ଅଭିଳାସି

ହୋଇ କେତେ ମିଳାମିଶି,

ଲୀଆ ମୁଢି ପିଠା ସଭିଏଁ ପୂଜନ୍ତି

ଆକାଶେ ଦେଖିଣ ଶଶୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics