STORYMIRROR

Bipin bihari Barik

Comedy

2  

Bipin bihari Barik

Comedy

ପେଟ ପାଇଁ ନାଟ

ପେଟ ପାଇଁ ନାଟ

1 min
82

ପେଟ ପାଇଁ ନାଟ 

ସବୁ ଛଟପଟ 

କିଏ ମାରି ହାଣିକିରି ଖାଉଛି?

କିଏ ଜଳକା ପରିକା ଚାହିଁଛି।।

ଜାଣି ଶୁଣି ଚୁପ ରହିଛି

ବେଲାକୁ ତାଟିଆ କହୁଛି 

ଶଗଡ଼ର ପହି ତଳକୁ ଉପର

ମୋ ବେଳ କାଳ ଆସୁଛି।।

କହିଲେ କହିବ କହୁଛି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy