ରଙ୍ଗ
ରଙ୍ଗ
ରଙ୍ଗ କଥା ଭାବେ ଯେବେ
ଏ କେଉଁ ରଙ୍ଗ ଜୀବନର
ରଙ୍ଗମୟ ଜୀବନଟା
ଯଦି ରଙ୍ଗହୀନ ଲାଗେ
ସ୍ମୃତିର ଦର୍ପଣରେ
ରଙ୍ଗର ପ୍ରତିଫଳନ
ଦେଖେ ଯେବେ
ରଙ୍ଗହୀନ ଲାଗେ ଯଦି
ପ୍ରଗତିର ଶୀର୍ଷ ସୀମା
ଦୁର୍ଗତିତ ସୁନିଶ୍ଚିତ ପ୍ରଗତିର
ସ୍ବପ୍ନ ଖାଲି ସାକାର ହେବା ପାଇଁ
ରଙ୍ଗ କଥା ଭାବେ ଯେବେ
ଜୀବନ ଟା ରଙ୍ଗମୟ
ହେଲେ ବି ତ ରଙ୍ଗହୀନ
ଦେଖିଥିଲି ସୁନ୍ଦର ଏକ ସ୍ବପ୍ନ
ସାକାର କରିବା ପାଇଁ
ଏଇ ବୋଧେ ଜୀବନ
ରଙ୍ଗ ବିନା ଅପୂର୍ଣ୍ଣ ଲାଗେ
ଅଧୁରା ଲାଗେ
ସେଥିପାଇଁ ଭଲଲାଗେ
ରଙ୍ଗ ଖେଳିବାକୁ ବିଚିତ୍ର
ରଙ୍ଗରେ, ସଜେଇ ହେବାକୁ
ନିଜ ରଙ୍ଗରେ ନିଜେ
ଖେଳିବାକୁ ବିଚିତ୍ର ରଙ୍ଗ ।।
