STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ରଙ୍ଗ ପରାଗ

ରଙ୍ଗ ପରାଗ

1 min
100

ମାନସିକତା ର ଉତ୍ତାଳ ତରଙ୍ଗ.. ହୋଇପାରେ ରଙ୍ଗ

ସପ୍ତ ରଙ୍ଗ ର ହାତ ଧରା ଧରି ଭିତରେ ଦୁଇ ଗୋଟି ଭିନ୍ନ ସମ ବୟସ୍କ ସତ୍ତା ହସି ହସି ଆଖି ଆଗରେ ପ୍ରତିଭାତ ହୁଅନ୍ତି

କୋଟିଏ କଳା ଓ ଅପର ଟି ଧଳା

ସବୁ ରଙ୍ଗ ର ସମାହାର କଳା

ପବିତ୍ର ଭାବମୟ ହିଁ ଧଳା

ସେଇ ପରି ଏକ ସୁପ୍ତ ମନରେ ଜାଗରଣ ଯୁଗେ ଯୁଗେ ସୃଷ୍ଟି କରୁ ଥିବା ଏକ ପରାଗ ର ନାଆଁ କୁ ପ୍ରେମ କୁହାଯାଏ

ପ୍ରେମ ର ରଙ୍ଗ ସବୁଠି... ସାତ ରଙ୍ଗ ଭିତରେ

ଯିଏ ଯେମିତି ଭାବିବ

ସେମିତି ହିଁ ମିଳିବ


ସବୁ ମିଶାଇ ଭାବିଲେ ପ୍ରେମ ଟି କଳଙ୍କ..

ଆଉ ଯେଉଁ ମାନେ ସମାନୁପାତିକ ଭlବରେ ସମିଶ୍ରଣ କରନ୍ତି ଓ ତତକ୍ଷଣାତ ଆଉ ଏକ ରୂପ ରେ ରୂପାୟିତ କରିଛନ୍ତି ସେମାନେ କଳାକାର @ପରମ ପ୍ରେମିକ...


Rate this content
Log in

Similar oriya poem from Abstract