STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

#ରଙ୍ଗ ନାୟିକା

#ରଙ୍ଗ ନାୟିକା

10 mins
2.5K


ଅବଶୋଶ ,ସେ ପୁଣି 

ନାଟକର ଅଭିନେତ୍ରୀ ରଙ୍ଗ ନାୟିକାର,

ଅଭିନୟର ରଙ୍ଗମଞ୍ଚ,

ପ୍ରେମରେ ପୁଣି ମୋକ୍ଷ,

#ତଥାଗତ---------!

ବନ୍ଧନ,ବନ୍ଧନ-

କୋଟି ଯୋନିରେ କରିବାକୁ ପଡିବ

ଘଟ ପରିବର୍ତ୍ତନ,

ମୋକ୍ଷ,

ସେ ପୁଣି ପ୍ରେମରେ,

ରଙ୍ଗନାୟିକା,ଅଭିନୀତ,ନାଟକରେ ଚରିତ୍ର ନାମ ଯେ;

#ଆନମିକା----------------!!

©®କାଶ୍ୟପ,ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy