STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ରଙ୍ଗ ମୋ ଫିକା

ରଙ୍ଗ ମୋ ଫିକା

1 min
186

ତୁମ ବିନା ମୋ ଜୀବନର ସବୁ ରଙ୍ଗ ଫିକା

ତୁମେ ଥିଲ ମୋ ମଳୟ 

ମଧୁଝରା ବସନ୍ତ

ତୁମେ ବିନା ସବୁ ଋତୁ

ଆଉ ମନ ନାହିଁ ଉଡେଇବାକୁ ଗୁଡି

ଝୁଲେଇବାକୁ ଦୋଳି 

ତୁମେ ହାତ ଛାଡ଼ିଗଲା ପରେ 

ଆଉ କିଛି ବାକି ନାହିଁ

ଦୋଳ ବି ଆସିଲା 

ଶ୍ୟାମ ବିମାନ ନେଇ ହୋଲି ରଙ୍ଗ ଖେଳିଲ

ତୁମେ ହାତ ଛାଡି ଗଲାପରେ

ମୋ ପାଇଁ ରଙ୍ଗ ଯାଇଛି ଋଷି

ସମସ୍ତେ ଖେଳନ୍ତି ନାଲି, ଗୋଲାପୀ ଅବିରରେ

ମୁଁ ଖେଳେ ଲୁହର ରଙ୍ଗରେ

ବିରହ ରଙ୍ଗ ଦେହର ସବୁଆଡେ 

ଦେଇଛି ମାଖି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy