Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ରକ୍ତତୀର୍ଥ ଇରମ

ରକ୍ତତୀର୍ଥ ଇରମ

1 min
175



ଶତାବ୍ଦିର ଗତେ

ଇରମ ମରତେ

ଚାଲିଥିଲା ଲବଣ ସତ୍ୟାଗ୍ରହ

 

ଦୁର୍ବଳ କମ୍ପିତ

ବ୍ରିଟିଶ ଉଦ୍ଧତ

ମାରିଥିଲେ ସେ ଗୁଳି ଅହରହ


ଗଡି ପଡି ଥିଲେ 

ଏଠି ଅଣତ୍ରିଶ

କ୍ରନ୍ଦନ ଶୁଭୁଥିଲା ଗହ ଗହ


ଆତଙ୍କିତ ଚିତ୍ତେ

ଏଠି ଏ ଜଗତେ

ଏମାଟି ଧରିନଥିଲା ତ ଥୟ


ସ୍ବାଧୀନତା ପାଇଁ

ଗର୍ବ ଆଣିଛଇଁ

 ତ,ଆଜିର ଏହି ମାଆ ଇରମ


ରଖି ଅଛି କୀର୍ତ୍ତି

ପ୍ରିତି ଦବା ବାଣ୍ଟି

ଏ ପାଇଁ ନ ରହୁ ଲାଜ ସରମ....


ଏ ମଣିଷ ବଡ 

ତ ମହିରେ ନୁହେଁ

ଆଦର୍ଶ ତାର ଅଟଇ ବଡ


ସହୀଦ ଜନତା

ଜିତିଛନ୍ତି ଆଜି

ମାଟି ମାଆ ଓ ଇରମ ଗଡ..।



Rate this content
Log in

Similar oriya poem from Inspirational