STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ରକ୍ତ ଦିଅ

ରକ୍ତ ଦିଅ

1 min
107

ମତେ ରକ୍ତ ଦିଅ

ମୁଁ ସ୍ୱାଧୀନତା ଦେବି

ଆଉଜଣେ ଅହିଂସାରେ

ମତେ ମାର ଆର ଗାଲରେ ବି,

କଣ୍ଟାକୁ କଣ୍ଟାରରେ

ଜଣେ ତାଡୁଥିଲାବେଳେ

ଅନ୍ୟଜଣେ ପ୍ରେମରେ

ହୃଦୟକୁ ଜିଣି ଅଧିକାର ଚାହେଁ

ଯଦି ସୀମାନ୍ତରେ ,ଆମଦେଶର ଯବାନ ମାନେ

ଦୁଇ ନୀତିରୁ ଗୋଟିକୁ ପସନ୍ଦ

ରକ୍ତ ଦିଅନ୍ତି ଦେଶ ପାଇଁ

ତେବେ ସେମାଙ୍କୁ

ଅହିଂସାର ବାର୍ତାଦେବା ଉଚିତବି

ଚଣ୍ଡାଶୋକ ଯୁଧ୍ୟଜିତି ଅଶୋକ

ମହାଭାରତର କୃଷ୍ଟ

ଅର୍ଜୁନଙ୍କୁ ଲଢ଼ିବାକୁ କହିଥିଲେକି

କର୍ତବ୍ୟ ଯାହା ତାହା କରିବାକୁ ହେବ

ଜିତିବା କି ହାରିବା ପାଇଁ

ରକ୍ତଦେବାକୁ ପଡେ

ଏଦେଶକୁ ରକ୍ଷାକରିବାକୁ

ଜୀବନ ଦେବାକୁ ପଡେ

ଆମ ପ୍ରିୟ ଜବାନମାନଙ୍କୁ ସଲାମ

ଅସାଧାରଣ ଶକ୍ତି,

ଆତ୍ମବିଶ୍ୱାସର ପ୍ରଚଣ୍ଡ ପ୍ରତିଭା

ହାରିବାକୁ ଜନ୍ମନେଇ ଆସିନାହିଁ

ଜିତିବତା'ଜନ୍ମଗତ ଅଧିକାର

କାହା ବାଣୀ ଉପଦେଶ ନମଣି ପରମ

ରକ୍ତଦେଇ ସ୍ୱାଧୀନତା ପାଇବା ଚରମ

ନମସ୍ୟ ମୋ କଳିଙ୍ଗର ବିର

ଭାରତ ମାତାର ସୁଯୋଗ୍ୟ ସନ୍ତାନ

ରାତାରାତି ବାହୁଡ଼ିଲା ଚୋର,

ସ୍ୱପ୍ନ କୁ ଯେ ବାସ୍ତବରେ ରୂପଦିଏ

ମାଟି ତାକୁ ଝୁରେ,ପୂଜା କରେ

ମହାନସେ ସୁବାଷ ସବୁରି ଅତି ଆପଣାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract