STORYMIRROR

alok Kumar

Fantasy Others

3  

alok Kumar

Fantasy Others

ରକ୍ତ ଦାନ, ଜୀବନ ଦାନ

ରକ୍ତ ଦାନ, ଜୀବନ ଦାନ

1 min
174


ରକ୍ତ, ହାଡ ମାଂସ ରେ ଗଢ଼ା ଏ ଶରୀର, ମଣିଷ କି ବୁଝିପାରେ ମହତ ଏ ଶରୀରର

ପ୍ରତି ମୁହୂର୍ତ୍ତରେ, କେତେ ଯେ ମରନ୍ତି, ରକ୍ତ ଶୂନ୍ୟ ହୋଇ ଶରୀରର ।


ଏଣୁ ଆସହେ ଆଜିର ଯୁବ ପିଢ଼ି, ନେବାଯେ ଆମେ ଶପଥ ରକ୍ତ ଦାନ କରି ଜୀବନ ବଂଚେଇବା, ଏଇ ହେବ ଆମ ଜୀବନ ରାସ୍ତା ର ମୁଖ୍ୟ ସୂତ୍ର ଧାର ।


ଆସ ଆମେ ଏକା କାର ହୋଇ, ସଭିଙ୍କୁ କହିବା,

ରକ୍ତ ଦାନ, ଜୀବନ ଦାନ ଏ ହେଉଛି ଶପଥ ଆମର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy