ରଖନା କେବେ ଅନ୍ଧ ଭରସା
ରଖନା କେବେ ଅନ୍ଧ ଭରସା
ରଖନା କେବେ ଅନ୍ଧ ଭରସା ଭଲ ପାଇବା,
ବିଶ୍ୱାସ, ବନ୍ଧୁତାରେ
ସମ୍ପର୍କ ରଖ ସମସ୍ତଙ୍କ ଠାରେ, କିନ୍ତୁ ରଖ
ଭରସା ନିଜ ଉପରେ ।
ବଦଳିବା ଲୋକ ଦେଇ ଦୋଷ ଅନ୍ୟକୁ, ନିଜ
ଦୋଷକୁ ଘୋଡାଇଥାନ୍ତି
କିଛି ଲୋକ ଅତି ନିଜର ଲାଗନ୍ତି, ସମୟ ସହ
ପୁରା ବଦଳି ତ ଯାଇଥାନ୍ତି ।
ମନେ ରଖ ନିଜ ଭିତରେ ନିଜ ଭୁଲ ଯଦି ଜଣେ
ଦେଖି ନପାରିବ
ଅନ୍ୟର ଭୁଲ ଛଡା ଆଉ ଭଲ କଥା କିଛି ତା ମନ
ମଧ୍ୟରେ ନଦିଶିବ ।
