Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Horror Crime

3  

Satyanarayan Sahoo

Abstract Horror Crime

ରହସ୍ୟ ସନ୍ଧାନ

ରହସ୍ୟ ସନ୍ଧାନ

1 min
175



ରହସ୍ୟ ର ଉଦ୍ଘାଟନ କରିବେ ବୋଲିଣ

ନିର୍ଜନ ରାତିରେ କରୁ ଥିଲେ ସେ ଭ୍ରମଣ ।


ଲଙ୍ଘି ବନ ଗିରି ନଦୀ ଗହନ ନିରନ୍ଦ୍ର

କେତେ ଯେ ସଂଗ୍ରାମ ଜାରି ପ୍ରତୀକ୍ଷା ସନ୍ଧାନ ।


ପାଇବା ଆଶାରେ ଜଣେ ତାନ୍ତ୍ରିକଙ୍କ କଥା 

ଗୁରୁତ୍ବ ବହନ କାରୀ ବାସ୍ନା ରେ ସମସ୍ୟା ।


ସମାଧାନ କରି ବାକୁ ଗୋଇନ୍ଦା ବିଭାଗ

ଅଧିନରେ ଆରମ୍ଭ କରିଥିଲେ ଉଦଯୋଗ ।


ଭୟଙ୍କର ପରିବେଶ ଏକାକୀ ରହିବା 

ସମୟରେ ଭୀତି ପ୍ରଦ ,ପ୍ରାଣ ହରାଇବା ।


ଭଳି କେତେ କେତେ ଅବସ୍ଥାକୁ ଅତିକ୍ରମ

କରି ପରି ସେଶେ କଲେ ରହସ୍ୟ ସନ୍ଧାନ ।


ଦୃଶ୍ୟର ବର୍ଣ୍ଣନା କରି ପରବର୍ତ୍ତୀ କାଳେ

ସମାଜରେ ଭୀତି କର ଯାହା ସମୟରେ ।


ଉଠି ଥାଏ ସେ ଗୁମ୍ଫା ଭିତରେ ଅନ୍ଧାରିଆ

କ୍ୟାମେରାର ମାଧ୍ୟମରେ ଉତ୍ତୋଳନ ତାହା ।


କରି ଛାଡି ଗଲେ ଯେଉଁ ସୁମହାନ କୃତି

ଯୋଗାଇବ ସମାଜରେ ବିଶେଷ ଜାଗୃତି ।



Rate this content
Log in

Similar oriya poem from Abstract