STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ରହିଯା ରଘୁ

ରହିଯା ରଘୁ

1 min
136


ରହି ଯା ରଘୁ କୁପଥକୁ

ଆଉ ଅଗ୍ରସର ହୁଅନା

ଗୁଣିଜନଙ କଥା ଟିକେ

ବିଚାର କର ତୁ ଆଉ

ଅବୁଝା ହୁଅନା

ସତ୍ୟ ପଥେ ଯାଇ

କର ପୂଣ୍ୟ କାମତୁ

ଅନ୍ତକାଳେ ଲୋଭିବୁ

ପରମାତ୍ମା ଙ୍କ ସାନିଧ୍ୟ

ଏକଥା କୁ ରଖିଥା

ମନେ ତୁ ବାପ ଆଉ

ତୁ କରନା ବାହାନା

ପରିବାର ପ୍ରତି ହୁଆ

ଯତ୍ନ ଶୀଳ ଅରଜିବୁ

ଯଶ ସଭିଏଁ କରିଵେ

ବାଃ ବାଃ ତତେ

ପ୍ରତି ଷ୍ଠିତ ହୋଇବ

ପରିବାର ଆଉ ତୁ

ଅପଯଶ ଅରଜନା

ଛି ଛି କାରରେ ପ୍ରମାଦକୁ

ତୁ ଆଉ ଡାକନା

ଯାନା ରଘୁ ତୁ

ଆଉ ସେ ବାଟରେ

ଯାଆନା

ରହି ଯା ରଘୁ

ରହି ଯା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational