STORYMIRROR

Chudamani Majhi

Inspirational

3  

Chudamani Majhi

Inspirational

ଜୀବନ

ଜୀବନ

1 min
149

ଜୀବନର ଅର୍ଥ ହେଲା

        ଜନ୍ମ ଓ ମୃତ୍ୟୁ ର ମଧ୍ୟବର୍ତ୍ତୀ କାଳ ।


ତାହାକୁ ଖୁସିରେ ଉପଭୋଗ କରିବା ପାଇଁ

             ମନ କରୁଅଛି ବୋଲ ।


 ତାହା ପୁଣି ଦୁଇ ନାମରେ ନାମିତ

         ଦୁଃଖ ଆଉ ସୁଖ ସମସ୍ତେ ଜନିତ ।


 ଦୁଃଖ ପରେ ଯେ ସୁଖ ଆସଇ

          ଧର୍ଯ୍ୟ ଧରି ତାକୁ ଜଗି ବସଇ ।


 ଦୁଃଖ ହେଉଛି ସୁଖ ର ଭାଇ

          ସମସ୍ତେ ଜାଣନ୍ତି ଏହା ବିଧାତା ଗଢ଼ଇ ।


   ସୁଖ ପାଇବାକୁ ହେଲେ

          ଦୁଃଖୀକୁ କର ସାହାଯ୍ୟ ।


 ଆଶୀର୍ବାଦ ଯେବେ କରିବ ଯେ ଦୁଃଖୀ

           ତାହେଲେ ରହିବ ଜୀବନରେ ସୁଖୀ ।


 ମୁହିଁ ଅଜ୍ଞାନ ଲେଖଇ ଏହି ପଦ

          କାର୍ଯ୍ୟରେ ଲାଗିଲେ କରିବ ଆଶୀର୍ବାଦ ।


Rate this content
Log in

More oriya poem from Chudamani Majhi

Similar oriya poem from Inspirational