STORYMIRROR

Durgaprasad panda

Inspirational

3  

Durgaprasad panda

Inspirational

ଗୁହାରି ଶୁଣିବା ହେଉ

ଗୁହାରି ଶୁଣିବା ହେଉ

1 min
131


ବେଳ ତ ବୁଡ଼ିଲାଣି ସଞ୍ଜ ତ ହେଲାଣି

ଜୀବନ ପ୍ରଦୀପ ଲିଭିଁଳିଭି ଆସିଲାଣି

ନା ଶୁଭୁଚି ଘଣ୍ଟ ନା ମୃଦଙ୍ଗ ବାଜେଣି

ସତେ ତମସା ଘୋଟିବ ଡାକିବ ଡ଼ାହାଣି

ଶଶି ନହୋଇବ କୁକୁଟ କୀ ନ ରାବିବ

ପୁରେବେ ଆଉ ସୁରୁଜ କି ନଉଇଁବ

ଧରିତ୍ରୀ କି ସତେ ଭାରା ହରାଇଲା

ଆଜି ଜଗତେ ହାହାକାର ସୁଭିଲା

ଆହେ ଦାରୁ ମୂରତି ଦାରୁ କି ହୋଇଲ

ଆର୍ତ୍ତ ଶୁଭୁନି ସତେ ବଧିର ପାଲଟିଲ

ଗୁହାରି ଶୁଣିମା ହେଉ ବଡ଼ ଠାକୁର

ପ୍ରଫୁଲ୍ଲ ଭରିଦିଅ ସବୁଠି କୃପାକର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational