STORYMIRROR

Abhinaba Pattniak

Abstract

1  

Abhinaba Pattniak

Abstract

ରବି

ରବି

1 min
21

ରବି ସୂର୍ଯ୍ୟ ନିରାକାର

ଅନାଦି ନାରାୟଣ ପରଂବ୍ରହ୍ମ

ସଦଗୁରୁ ସଚ୍ଚିଦାନନ୍ଦ

ଗୁଣାତୀତ ଅଲେଖ ନିରଞ୍ଜନ

ସସର୍ବ ପାପ ବିନାଶାୟ

ଗୁରୁ ଲଘୁପାପ ଖଣ୍ଡନାୟ

ଦଶରଥ ବଂଶ ବିଜଂ ରଘୁନାୟକ

ଶିରସା ଶୋଭୟେତ ବିଦ୍ୟା ବେଦଂ

ବିନୟଂ ହସ୍ତେତ ସର୍ବ କାରଣମ କାରଣାତ ।

ସର୍ବ ଗୁରୁ ସର୍ବ ସ୍ଥାନମ ବିଷୟ

ଉଚ୍ଚ ପ୍ରଜ୍ଞା ସ୍ତରେ ପ୍ରତିଷ୍ଠିତହ ।

ଓଁ ନମୋ ସୂର୍ଯ୍ୟ ନାରାୟଣାୟ ନମଃ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract