STORYMIRROR

Sudipta Behera

Romance

2  

Sudipta Behera

Romance

ରାତିର ପ୍ରୀତି

ରାତିର ପ୍ରୀତି

1 min
182

ତୁମେ ଜହ୍ନ ହୋଇ ଆସ

ମୁଁ ସେମିତି ରାତି ଟିଏ ହୋଇ ଥିବି

ତୁମ କିରଣ ରେ ଝଲସିବି

ଚିକ୍ ମିକ୍ ତୋଫା ତୋଫା

ମିଠା ମିଠା ଚୁପି ଚୁପି ହସ ରେ 

ଭିଜି ବି ମୁଁ ରାତି ସାରା 

ତାରା ସମ ଝଟକିବି 

ତୁମ ଶୀତଳ ସ୍ପର୍ଶରେ l 

ଛିଞ୍ଚି ଦେବ ପ୍ରେମ ନିର୍ଝରିଣୀ 

ହୃଦୟ ମୋ ଦଗ୍ଧୀଭୂତ ରାତି ସାରା 

ନିଦ୍ରା ଗତ ଶୂନ୍ ସାନ 

ରାତି ବଗିଚାରେ 

ଚୁପ୍ ଚାପ୍ ତୁମ ସାଥେ ଗପ 

ମସଗୁଲ ପ୍ରୀତି ଝରଣା ରେ 

ତୁମ ଉଷୁମ ସ୍ପର୍ଶ ରେ 

ଜାଗି ଉଠିବ ପୁରୁଷତ୍ବ.. 

ମୋ ବହୁ ର ନିଭୃତ ବଳୟ ରେ 

ତୁମେ ଆଉ ତୁମେ.... I 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance