Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Abstract Romance

4  

Mr.GAGAN BIHARI NAYAK

Abstract Romance

ରାତି ପାହିଗଲା ପରେ...

ରାତି ପାହିଗଲା ପରେ...

1 min
336



ସପନ ପାଇଁ ମୁଁ ଛୋଟିଆ ରାତିଟେ

ଚାଲି ଯିବି ସକାଳରେ ।

ଅରାତି ହେଲି ମୁଁ ଗଙ୍ଗଶିଉଳିର

ନିତି ନିରବରେ ଝରେ l

ରାତି ପାହି ଗଲା ପରେ...l(0)


ମୁଁ' ଯେ ଅଶାନ୍ତିର କଳା ରାତିଟିଏ 

ବିରହୀ ପ୍ରେମିକାଟିରେ।

ବିରହରେ ଜଳେ କେତେ ଯେ' ନାୟକ

ରହି ଦୂର ବିଦେଶରେ ।

କାହାକୁ ସୁଖ ମୁଁ ଦେଇ ପାରୁ ନାହିଁ

ଗୁମୁରି ଗୁମୁରି ମରେ ।

ରାତି ପାହି ଗଲା ପରେ....l(୧)


ମୁଁ ଅଶାନ୍ତିର ବତାସ ଝଡ ଟେ

ହୃଦୟକୁ ଜାଳି ମାରେ ।

କାହିଁକି ଆସେ ମୁଁ ଅଭିଶାପ ନେଇ

ସଂଜ ନଇଁ ଗଲା ପରେ।

ପ୍ରେମ ର ସଂଜ୍ଞା ମୁଁ ଜାଣିନାହିଁ ବୋଲି

ବିରହେ ଜଳେଇ ମାରେ...l(୨)



Rate this content
Log in

Similar oriya poem from Abstract