STORYMIRROR

Puspanjali Panda

Abstract

3  

Puspanjali Panda

Abstract

ରାସ୍ତା

ରାସ୍ତା

1 min
12K

ରାସ୍ତା ଏତେ ଶୁନ୍ ଶାନ୍

କେହି ଜଣେ ନାହିଁ

ପଥିକ ବି!

ଏକୁଟିଆ ରାସ୍ତାଟା 

ଏକୁଟିଆ ପଡିଛି

କେହି ପଥିକ ଆସିପାରନ୍ତି

ଗାଡ଼ିରେ,ପାଦରେ,ରାସ୍ତା ସହ ଚାଲି ପାରନ୍ତି

କେହି କେହି ଏକୁଟିଆ ରାସ୍ତା ବିଷୟରେ

କହି ବି ପାରନ୍ତି

ହେଲେ ରାସ୍ତା ସେମିତି ପଡିଛି।

ଏଯାଏ ବି କେହି ଆସିନାହାନ୍ତି

ଏବେ ରାସ୍ତା ବୁଝୁ

ଏକାଏକା ଚାଲିବାର ଜନ୍ତ୍ରଣା

ଏକଲା ଦୌଡିବାର ଇଚ୍ଛା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract