STORYMIRROR

Baijayanti Prasad

Abstract

2  

Baijayanti Prasad

Abstract

ରାସ୍ତା ବଦଳିଗଲା

ରାସ୍ତା ବଦଳିଗଲା

1 min
2.5K


କିଛି ସମ୍ପର୍କ ନିଜର ଥିଲା
ଆଜି ସେତକ ବି ଚାଲିଗଲା,
ସମୟ କମ ପଡିଗଲା
ହାତ ପାହାନ୍ତାରେ ଆଉ ସେ ଡୋର ନଥିଲା ...

ଅଣନିଶ୍ୱାସୀ ନିଶ୍ୱାସକୁ ନେଇ
ବିବେକ ବାନ୍ଧିହେଲା,
ଆଉ ଓଠ ନିଶବ୍ଦ ପାଲଟିଗଲା...

ମନ ସହିତ ଦେହ ବି ଏବେ ପଥର ପାଲଟିଗଲା,
ସମ୍ପର୍କର ମୋହ ମାୟା ଭାଙ୍ଗି ମନପକ୍ଷୀ ଉଡ଼ିଗଲା...

ଏବେ ସବୁ ପାଖରେ ଥାଇ ବି ଏକା ଏକା,
ବୋଧେ ମୋହର ଛିଟା ଦାଗ ପଡିଗଲା ଫିକା...

ମୁଁ ଆଉ ଫେରିବିନି
କାରଣ ବଦଳେଇଦେଉଛି
ମୁଁ ମୋ ରାସ୍ତା ...


Rate this content
Log in

Similar oriya poem from Abstract