STORYMIRROR

Baijayanti Prasad

Inspirational

2  

Baijayanti Prasad

Inspirational

ଖାଲି ହସି ଦେଲ ଯେ

ଖାଲି ହସି ଦେଲ ଯେ

1 min
13.6K


କିଛି ତମେ କହିଥିଲ
ଆଉ କିଛି ମୁଁ ଶୁଣିଥିଲି
ଅଙ୍କାବଙ୍କା ନଈର ରାସ୍ତା
କିନ୍ତୁ ତମେ କହିଥିଲ ସେ ସିଧାରେ ବି ଯାଇପାରିବ
ଖାଲି ସମ୍ପର୍କର କେନାଲ ଟା ଗଢିଦିଅ କିନ୍ତୁ ଶକ୍ତ କରି
କାରଣ ସମ୍ପର୍କର ସୁଅ,ପରିମାପ ଆଉ ପରିଣାମଟା ଏତେ ଭାରି ଯେ ସମ୍ଭାଳି ନପାର

ସେଥିପାଇଁ ଆଗ ନିଜେ ଶକ୍ତ ହୁଅ ପ୍ରେମ ମମତା କ୍ଷମତା ସହିତ
ମୁଁ ପଚାରିଲି କେନାଲ ର ଗୋଟେ ପାଖ ଯଦି ମୁଁ ହେଲି,
ଆରପାଖ ଟି କିଏ ହେବ ?????
ଆଉ ତମେ ଖାଲି ହାଲକା ମୁରୁକି ହସିଦେଲ.....


Rate this content
Log in

Similar oriya poem from Inspirational