STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ରାଷ୍ଟ୍ର ମୋ ସାର୍ବଭୌମତ୍ବର

ରାଷ୍ଟ୍ର ମୋ ସାର୍ବଭୌମତ୍ବର

1 min
152

ପ୍ରାଚୀନ ମାନବ ମୋ ଦେଶେ

ପାଷାଣ ଯୁଗର

ଖ୍ରୀଷ୍ଟପୂର୍ବ ସାତ ହଜାର ବର୍ଷର

ଭୀମବେଟକା ଗୁମ୍ଫା ଅଟଇ ପ୍ରମାଣ

ସ୍ଥାପିତ ପ୍ରଥମେ ଏଠି ସ୍ଥାୟୀ ବସ୍ତି

ପରେ ବିକଶିତ ହିନ୍ଦୁ ଘାଟୀ ସଭ୍ୟତା

ଖ୍ରୀଷ୍ଟପୂର୍ବ ବିଂଶ ଶତାବ୍ଦୀର

ସୁତ୍ରପାତ ହେଲା ଫିରିଙ୍ଗି ଶାସନ

ଖ୍ରୀଷ୍ଟାବ୍ଦ ସତର ଶହରେ

ବୀରପୁତ୍ରେ ଦେଲେ ବଳିଦାନ

ଭାରତର ସ୍ବାଧୀନ ସଂଗ୍ରାମେ

ମୁକୁଲିଲା ଭାରତ ମାଁ ମୋ

ଅଗଷ୍ଟ ପନ୍ଦର ତାରିଖେ

ପୁଣି ଜନରାଜ୍ୟ ଛବିଶି ଜାନୁୟାରୀ

ରାଷ୍ଟ୍ର ମୋ ସାର୍ବଭୌମତ୍ୱ ର

ଗଣତନ୍ତ୍ର ଯହିଁ ପ୍ରଚଳିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract