STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ରାଣା ପ୍ରତାପ

ରାଣା ପ୍ରତାପ

1 min
183


ଜନ୍ମିଲ ଭାରତ ବର୍ଷେ,

ରାଜସ୍ଥାନ ପ୍ରଦେଶେ ।


ଜନମ ଜ୍ୟେଷ୍ଠ ଶୁକ୍ଳ ତୃତୀୟା ରବିବାରେ,

ପନ୍ଦର ଶତ ଚାଳସି ମଇ ନଅ ତାରିଖରେ ।


ମହାରାଣୀ ଜୟବନ୍ତୀ ବାଇ ତୁମ ମାତା,

ମହାରାଜା ଉଦୟ ସିଂ ତ ତୁମର ପିତା ।


ମୋଗଲ ବିରୋଧେ କରି ସଂଗ୍ରାମ,

ଦେଖାଇଲ ତୁମର ସିଂହ ପରାକ୍ରମ ।


ଏକା, ଏକାଅଶି ହଜାର ସୈନ୍ୟ ସମ୍ମୁଖରେ,

ଯୁଦ୍ଧ କରି ତୁମେ ନାମ ରଚିଗଲ ଇତିହାସରେ ।


ଇତିହାସେ ଲିପିବଦ୍ଧ ହୋଇ ରହିଛି, ତୁମର ନାମ 

ସମ୍ମୁଖ ଯୁଧ୍ୟରେ ଦେଖାଇଲ ତୁମେ ସିଂହ ପରାକ୍ରମ

ବୀରପୁତ୍ର ବୋଲି ଭାରତ ମା କୋଳେ ରଚିଲ ନାମ


ପନ୍ଦର ଶତ ସତାନବେ ଜାନୁୟାରୀ ଉନବିଂଶେ 

ଛାଡିଲ ସଂସାରୁ ଶେଷ ନିଶ୍ୱାସ, ଭାରତ ବର୍ଷେ ।


ହେ ବୀର ରାଣା ପ୍ରତାପ ଆଜି ତୁମ ଜୟନ୍ତିରେ

ଜଣାଏ ପ୍ରଣତି ଆଜି ମୁଁ ତୁମ ପାଦ କମଳରେ ।


Rate this content
Log in

Similar oriya poem from Inspirational