STORYMIRROR

Himalini Hota

Classics

3  

Himalini Hota

Classics

ରାକ୍ଷୀ ପୁନେଇରେ ରାକ୍ଷୀ ପୁନେଇ

ରାକ୍ଷୀ ପୁନେଇରେ ରାକ୍ଷୀ ପୁନେଇ

1 min
116

ଭାଇ ତତେ ଭଉଣୀର ରହିଲା ରାଣ

କହିବୁନି ମତେ କେବେ କଥା ତ ଟାଣ।

ସବୁ ରାଖୀ ପୂର୍ଣ୍ଣିମାକୁ ତୁ ଯେ ଆସିବୁ 

ଏତିକି ତୋ ଠାରୁ ମତେ ପ୍ରତିଶୃତି ଦେବୁ।

ଆଉ କିଛି ଅଧିକା ଯେ ମତେ ଲୋଡ଼ା ତ ନାହିଁ

ରହିଥିବି ତୋ ଆସିବା ବାଟକୁ ଚାହିଁ।

ତୋ ଆସିବା ବାଟକୁ ମୁଁ ଯେ ଚାହିଁ ଯେ ଥିବି।

ତତେ ଦେଖିଦେଲେ ସ୍ୱର୍ଗ ସୁଖ ପାଇବି।

ମତେ ପଛେ ହଜାରେ ଦୁଃଖ ଦିଅ ପ୍ରଭୂ

ମୋ ଭାଇକୁ ଘଣ୍ଟ ଘୋଡାଇ ରଖିଥାଅ ହେ ବିଭୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics