STORYMIRROR

ମହାଗାଲୁଆ ସନୁ

Abstract

2  

ମହାଗାଲୁଆ ସନୁ

Abstract

ରାଇ ପଞ୍ଚକ

ରାଇ ପଞ୍ଚକ

1 min
163

ସରିଲାଣି ସମୟ ଅବଧି 

 ବିଦାୟ ଦିଅ ରାଧା କାନ୍ତ

ରାଇ ଯିବେ ବାହୁଡିକି 

  ଆରମ୍ଭିଲା ପଞ୍ଚକ ବିଧି


ରାଇ ଦାମୋଦର ବେଶେ

  ଦିଶେ କେଡେ ମନୋହର

ଜଗନ୍ନାଥ ସଙ୍ଗତେ ରାଇ

   କାର୍ତ୍ତିକ ମଧୁର ହସେ


ଲକ୍ଷ୍ମୀ ଙ୍କ କାମନାର ଜୟ

  ବିଜେ ପ୍ରଭୁ ଦେବରାୟ 

ଯୁଗଳ ମୁରତି ର ଉପମା 

  ନାଶ ହୁଏ ରାଗ ଲୋଭ ଭୟ


ଶ୍ରୀ ରଙ୍ଗା ଚରଣେ ଶରଣ ଦିଅ

  ମିନତୀ କରେ ବାରେ

ଅରୂପ ରୂପୀ ହେ ନାରାୟଣ 

  ଜଗତ ର ହେଉ ଜୟ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract