STORYMIRROR

Shantanu Bhoi

Romance

3  

Shantanu Bhoi

Romance

ପୂର୍ଣ୍ଣମୀ ର ଜହ୍ନ

ପୂର୍ଣ୍ଣମୀ ର ଜହ୍ନ

1 min
227

ପୁନେଇରେ ସେ ତ ଝଲସୁଥାଏ

ଜହ୍ନ ସମ ତା ମୁଖ

ସେହି ଜହ୍ନ ସମ ମୁଖକୁ ଦେଖିଲେ

ଭୁଲିଯାଏ ମୋର ଦୁଃଖ।

ଶୀତଳ କରଇ ମନ ମୋହର ଯେ

ସିହରଣ କରି ମୋ ଶରୀର

ସେ ପରୀ ରାଇଜର ଅପସରା

ସେଇ ଯେ ପ୍ରିୟତମା ମୋହର।

ପୁନେଇର ସେ ତ ଜହ୍ନ

ଭୁଲେଇ ଦେଇ ମୋ ମନ

ପୂର୍ଣ୍ଣ କରି ମୋ ଅଧ ଶରୀର ଯେ

ସେଇ ତ ମୋ ଜୀବନ।

ପୂର୍ଣ୍ଣମୀ ଜହ୍ନ ତ ଆକାଶରେ ଉଏଁ

ତଥାପି ସେ ମୋ ହୃଦୟ ରେ ଥାଏ

ପ୍ରାଣ ଦେଇ ମୋ ନିର୍ଜୀବ ଶରୀର କୁ

ମନ ଭିତରେ ସେ ତ ଝଲସୁଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance