STORYMIRROR

Jyotsna Acharya

Abstract Classics Inspirational

4  

Jyotsna Acharya

Abstract Classics Inspirational

ପୂଣ୍ୟ ଭୂମୀ

ପୂଣ୍ୟ ଭୂମୀ

1 min
368

ପୂଣ୍ୟ ଭୂମୀ କୋଳେ

ଜନ୍ମଟି ଆମର

ଆମେ ତ 

ଓଡି଼ଶା ବାସୀ।


ଶାନ୍ତି ପ୍ରିତିର

ଐକ୍ୟ ଯାହାର

ପରିଚୟ ଦିଏ

ବିଶ୍ବ ସୁଖ୍ୟାତି।


ମଧୂର ସୁନ୍ଦର

ମାତୃ ଭାଷାଟିର

ଓଡି଼ଆ ଭାଷାଟି

ଆମ ସଂସ୍କୃତି।


ଦେବ ଭୂମୀ ଆମ

ଏ ମାଟି ପବନ

ଧାର୍ମିକ ଚିନ୍ତାର

କହେ କାହାଣୀ।


ଭକ୍ତି, ଶକ୍ତି ଆମ

ବ୍ରତ, ଉପବାସ

ବାରମାସେ ତେର 

ପର୍ବ ପର୍ବାଣୀ।


ତ୍ୟାଗ ଭୂମୀଟିରେ

ଜନ୍ମ କେତେ ବୀର

ଗର୍ବେ ଶୀର ଉଚ୍ଚା 

ସଦା ତାହାରି।


ଓଡି଼ଶାର ଗର୍ବ

ସୂକ୍ଷ୍ମ କାରୁକାର୍ଯ୍ୟ

କଳା, ସ୍ଥାପତ୍ୟରେ

ଧନ୍ୟ ବିନ୍ଧାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract